Naveen's BJD is still reeling from shock and fear of the BJP. || Satyapatha

31,441
0
2024-06-24に共有
#ଭୋଟରଙ୍କ_ଚାପୁଡ଼ା_ପରେ_ଜ୍ଞାନ_ପଶିଲା
Naveen's BJD is still reeling from shock and fear of the BJP. || Satyapatha

#satyapatha #naveenpatnaik #bjd #sulatadeo #satyaprakashnayak #rajyasabha #bhubaneswar #naveenniwas #editorial

Satyapatha is an Odia digital news platform. Founded by noted journalist Satya Prakash Nayak. Satyapatha covers politics,policy and investigative stories.
For Latest Updates Follow us:
Web: www.satyapatha.com/
Youtube:    / @satyapatha  
Facebook: www.facebook.com/Satyapatha.in
Instagram: www.instagram.com/satyapatha.media/
Twitter(X): twitter.com/satyapathalive

コメント (21)
  • ଭାଇ ଏ ପ୍ରତାପ ବଡ ହାରାମି. ଲୋକଙ୍କୁ ପୋକ ମାଛି ଭଳି ବ୍ୟବହାର କରେ
  • ପ୍ରତାପ ବାବୁ ତ traffic police କାମ କରନ୍ତି। ତାଙ୍କ ଠାରୁ ଆଉ ଅଧିକ କଣ ଆଶା କରିବା।
  • ଏମାନେ ଯେତିକି ପାପ କର୍ମ କରିଛନ୍ତି ରାଜ୍ୟସଭା ରେ ପାଟି ଖୋଲିବାର ସାହସ ନାହିଁ।
  • ଆପଣଙ୍କ ଆଲୋଚନା ସମ୍ପୂର୍ଣ୍ଣ ଠିକ ।ଏମାନେ କିଛି କରିପାରିବେ ନାହିଁ ।ଏ ସବୁ ନାଟକ କେବଳ କର୍ମୀ ମାନକୁ ବୁଝାଇବା ପାଇଁ ନାଟକ । ବିଜେଡି ଜାଣି ଜାଣି ଏମପି ସିଟ ବିଜେପି କି ଟେକିଦେଇଛି ।ଟିକେଟ ବଣ୍ଟା ରୁ ଜଣାପଡିଥିଲା ।
  • ନାୟକ ସିନେମା ର ଅନିଲ ଖୋପୁର ପରି ହେବାର ଅଛି ଆମ ମୁଖ୍ୟମନ୍ତ୍ରୀ, କେଳେଙ୍କାରୀ ମାନେ ଶାବାଡ଼ ହେଲେ ଆମେ ଶାନ୍ତି ହେବୁ ଓଡିଶା ବାସୀ
  • ରାଜ୍ୟସଭା ସଭ୍ୟ ମାନଙ୍କୁ ବାନ୍ଧି ରଖିବା ଉଧେଶ୍ୟ କିଂନ୍ତୁ ସଭ୍ୟଙ୍କ ଭିତରୁ କେତେଜଣ ତିଷ୍ଠି ରହୁଛନ୍ତି.
  • ଏ ଠିକ କଥା, ବିଜେଡି ମମତା ବାନର୍ଜି,ଟି ମ ସି,ଠୁ ଶିଖୁ ବିରୋଧ କଣ, ଏମିତି ନରମ ମନ ଭାବ ପାଇଁ ସରକାର ଗଲା,
  • ଦୀର୍ଘ ପଚିଶ ବର୍ଷ ରାଜ୍ୟ କୁ ଲୁଟିବା ପରେ ଏବେ ସବୁ ମୁଖ୍ୟ ନେତା ମାନଙ୍କର ଚେହେରା ପଦାରେ ପଡ଼ିସାରିଲାଣି। ତେଣୁ ଏବେ ଆଉ ସଙ୍ଗଠନ ନକରି ଚୁପଚାପ୍ ଘରେ ବସନ୍ତୁ। ନହେଲେ Enforcement Department, Crime Branch ର Economic wing ଓ CBI ର ଚବୁକ୍ ବାଜିବ ।
  • ବିଜେଡି ରାଜ୍ୟସଭା ସାଂସଦ ଦୀର୍ଘ ଚବିଶ ବର୍ଷ କଣ କରୁଥିଲ ?
  • ସମସ୍ତଙ୍କ ପଛରେ ତ କିଛି କିଛି ଅଳିଆ ରହିଛି। ତେଣୁ ମୁହଁ ଖୋଲିଲେ ବିଭିନ୍ନ ଜେଲେଙ୍କାରି ରେ ଫସିବେ।
  • କୋଉ କଥାକୁ ବିରୋଧ କରିବ କରିପାରିବେ
  • Good Analysis ... Will BJD as party exist till 2029 or split further ??? A billion dollar question to be answered by BJD spokesperson only ....🥱
  • 24 barsa ra genda dala report card dei saru aga . 24 barsa re ....... halou thile genda chela mendha?