Channel Thumbnail

Baikuntha official

0 subscriptores
0 visualizaciones

Información sobre Baikuntha official

ପ୍ରଥମେ ସମସ୍ତଙ୍କୁ ମୋର୍ ଜୁହାର 🙏

ମୁଁ ବୈକୁଣ୍ଠ ମାଝୀ
ଆମର ଯେତେବି କୋଶଳ ରାଜ୍ୟର ପାରମ୍ପରିକ କଳା, ଅଟେ ଯାହାକେ ଆମେ ପୁରାତନ କାଳରୁ ଆମର ପୂର୍ବ ପୁରୁଷ ମାନେ ପ୍ରଦର୍ଶନ କରି ଆସୁଛନ୍ତି ଯେମିତି କି ଘୁମୁରା, ନାଟ୍ୟ କଳା, ସଙ୍କୀର୍ତ୍ତନ, ନାଗରା ବାଜା, ସମ୍ବଲପୁରୀ ସାୟରି, ଇତ୍ୟାଦି ସେ କଲାକେ ମୁଁଇ ମୋର୍ YouTube Channel ଦ୍ୱାରା ଲୋକ ଲୋଚନକୁ ଆଣିବାକୁ ଚେଷ୍ଟା କର୍ମି !✍️✍️

ଯାହା ଦ୍ଵାରା ସାରା ଭାରତରେ ଆମର କୋଶଳ ରାଜ୍ୟର କଳା କେଯେତେ ଆମ ଓଡ଼ିଶାର ବା ଆମ ପଶ୍ଚିମ ଓଡ଼ିଶାର ବା କୋଶଳ ରାଜ୍ୟର ଭାଈ ଭଉଣୀ ମାନେ ଦୟାକରି ମୋର୍ YouTube channel କେ subscribe କରି notification icon 🔔 all , କରନ୍ତୁ ଏବଂ like ଓ ମିଠା ମିଠା comment କରନ୍ତୁ!

ଆଉ ବଡ ଓ ସାନ ଭାଇ ମାନେ subscribe କରିଛନ୍ତି
ସେମାନଙ୍କୁ ମୋର ହୃଦୟର ସହିତ ଧନ୍ୟବାଦ୍___..🙏

॥ ଇତି ॥
ଆପଣଙ୍କର ସାନ ଭାଇ
Baikuntha........

Canales Recomendados